ମାଲକାନଗିରି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୪ ।

0 272

ମାଲକାନଗିରି,ତା-୨୪/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୬,୮୮୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୫୭,୨୬୫, ଚିକିତ୍ସିତ ସଂଖ୍ୟା ୩୮,୮୧୮, ମୃତ ସଂଖ୍ୟା ୭୫୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୪ ସହ ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୩୩୩, ସୁସ୍ଥ ସଂଖ୍ୟା ୨,୮୩୧,ଚିକିତ୍ସିତ ସଂଖ୍ୟା ୪୮୮ ଏବଂ ମୃତ ସଂଖ୍ୟା ୧୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୩୪୦ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୪ ବୋଲି ଜଣାପଡିଛି । (ରିପୋର୍ଟ – ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ।)

Leave A Reply

Your email address will not be published.