ମାର୍ଚ୍ଚ ୨୬ ଭାରତ ବନ୍ଦକୁ ସିପିଆଇ(ଏମ୍-ଏଲ୍) ନିଉ ଡେମୋକ୍ରାସୀର ସମର୍ଥନ ।

0 619

ଭୁବନେଶ୍ବର,୨୫/୦୩(ପିପିଟି); କେନ୍ଦ୍ରର ବିଜେପି-ଆର୍ ଏସ୍ ଏସ୍ ସରକାରର କୃଷକ ବିରୋଧୀ ତିନି କଳା କୃଷି ଆଇନର ପ୍ରତ୍ୟାହାର, କୃଷକଙ୍କ ସବୁ ଫସଲର ଏମଏସପି ପାଇଁ ଆଇନ ପ୍ରଣୟନ ଓ ଆକାଶଛୁଆଁ ପେଟ୍ରୋଲ, ଡିଜେଲ ତଥା ରନ୍ଧନ ଗ୍ୟାସର ଦରକୁ ହ୍ରାସ କରିବା ଦାବିରେ ଦେଶର କୃଷକ ସଙ୍ଗଠନମାନଙ୍କ ମିଳିତ ମଂଚ, “ସଂଯୁକ୍ତ କିଶାନ୍ ମୋର୍ଚ୍ଚା”ର ମାର୍ଚ୍ଚ ୨୬ ଭାରତ ବନ୍ଦ ଡାକରାକୁ ସିପିଆଇ(ଏମ୍-ଏଲ୍) ନିଉ ଡେମୋକ୍ରାସୀର ଓଡିଶା ରାଜ୍ୟ କମିଟି ସମର୍ଥନ କରୁଛି । ଦେଶୀ ବିଦେଶୀ କର୍ପୋରେଟମାନଙ୍କ ସ୍ଵାର୍ଥରେ ଦେଶର କୃଷକ ଓ ଶ୍ରମିକଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଏହି ଫାଶୀବାଦୀ ଆକ୍ରମଣ ବିରୋଧରେ କୃଷକମାନଙ୍କ ଐତିହାସିକ ପ୍ରତିରୋଧକୁ ସମର୍ଥନ କରିବା ସହ ଆସନ୍ତା କାଲିର ବନ୍ଦକୁ ସଫଳ କରିବାକୁ ରାଜ୍ୟ କମିଟି ସମାଜର ସବୁ ବର୍ଗଙ୍କୁ ନିବେଦନ କରୁଛି ।

Leave A Reply

Your email address will not be published.