ମହାତ୍ମାଗାନ୍ଧୀଙ୍କୁ ଭକ୍ତିପୂତ୍ତ ଶ୍ରଦ୍ଧାଞ୍ଜଳୀ । ଜିଲ୍ଲା By PPT NEWS Last updated Oct 2, 2020 0 298 Share ଯାଜପୁର,୦୨/୧୦(ପିପିଟି), ମହାତ୍ମାଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସୁକିନ୍ଦା ଭବନରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ପ୍ରୀତିରଞ୍ଜନ ଘଡେଇ ପୁଷ୍ପମାଲ୍ୟ ଦେଇ ଭକ୍ତିପୂତ୍ତ ପ୍ରମାଣ ଜଣାଉଛି । 0 298 Share