ମନ୍ଦିରର ଉନ୍ନତି କରଣ ଓ ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟର ହାତ ବଢାଇଲେ ଯୁବ ସମାଜସେବୀ ହିମାଂଶୁ ।

0 112

ଯାଜପୁର,୧୨/୧୧(ପିପିଟି) : ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ତଥା ଯୁବ ସମାଜସେବୀୀ ହିମାଂଶୁ ଶେଖର ସାହୁ ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗା ପଞ୍ଚାୟତର ରାମପୁର ଗ୍ରାମର ଗୋଟେ ମନ୍ଦିରର ଉନ୍ନତି କରଣ ପାଇଁ କିଛି ବରିଷ୍ଠ ବୁଦ୍ଧିଜୀବୀ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ଆର୍ଥିକ ସହାୟତା କରିଥିଲେ ଏବଂ ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆବର ପଞ୍ଚାୟତ ଓ ବାରବାଟୀ ପଞ୍ଚାୟତରେ ଦୁଇଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ ଖବର ପାଇ ଟ୍ରଷ୍ଟର ସମ୍ପାଦକ ତାଙ୍କ ପରିବାର ପାଖରେ ପହଞ୍ଚି ତାଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କୁ ଆର୍ଥିକ ସହାୟତା କରିଥିଲେ ।

Leave A Reply

Your email address will not be published.