ମନ୍ତ୍ରୀଙ୍କ ଦ୍ବାର ପାନୀୟଜଳ ଯୋଗାଣ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ।

0 356

ପୋଲସରା,୧୮/୦୬(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ରାଆଣ୍ଡି, କଣିଆପଲ୍ଲି, ରୁମାଗଡ଼ ଓ ମନ୍ଦାର ୪ ଗୋଟି ଗ୍ରାମ ଠାରେ ଶତ ପ୍ରତିଶତ ଘରୋଇ ପାନୀୟ ଜଳ ଯୋଗାଣ ସଂଯୋଗୀ କରଣ ପ୍ରକଳ୍ପକୁ ଓଡିଶା ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଜନ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.