ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ଫିଡ୍ ଠାରୁ ନିଡ୍ କାର୍ଯ୍ୟକ୍ରମ ।

0 43

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୧୯୵୦୪-ଆଜି ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ  ଆସ୍କା ରୋଡ ମଣ୍ଡଳ ଠାରେ ଫିଡ୍ ଠାରୁ ନିଡ୍ କାର୍ଯ୍ୟକ୍ରମ ଜରିଆରେ ୪୦ଜଣଙ୍କୁ ଶୁଖିଲାୁ  ଖାଦ୍ୟ ବଣ୍ଟନ କରାଗଲା । ଏହି ବଣ୍ଟନ କାର୍ଯ୍ୟ ସୋସିଆଲ ଡିଷ୍ଟାନ୍ସ, ପରିଷ୍କାର ପରିଛନ କୁ ଭିତ୍ତି  କରି କାର୍ଯ୍ୟକ୍ରମକୁ ସୁଚାର ରୂପେ ସମ୍ପୂର୍ଣ୍ଣ କରାଯାଇଛି । ଏଥିରେ ଭାରତୀୟ ଜନତା ପାର୍ଟିର  ପୂର୍ବତନ ସଭାପତି କାହ୍ନୁ  ଚରଣ ପତି, ଉପସଭାପତି ପ୍ରଭାତ ଷଡ଼ଙ୍ଗୀ,  ,ସମାଜସେବୀ ସନ୍ତୋଷ କୁମାର ମହାନ୍ତି,ଭାସ୍କର ସାହୁ, ବିଭୁ ପ୍ରାସାଦ ଆଚାରି, ଆସ୍କା ରୋଡ ମଣ୍ଡଳ ର ପୂର୍ବତନ ସଭାପତି ତ୍ରିନାଥ ମହାପାତ୍ର,ପୂର୍ବତନ କାଉଁସିଲର ପାର୍ଥି ରଶ୍ମି ରଞ୍ଜନ ପାଳ ଓ ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ କିରଣ କୁମାର ସାହୁ, ଆସ୍କା ରୋଡ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ମଧୁ ସୁଦନ ସାହୁ, ଉପସଭାପତି କମଲ କୁମାର ପାତ୍ର, ଚନ୍ଦନ ସାହୁ ଓ ଡି.କରୁଣା କର,ବିଜୟ ଗୋପାଳ,ରବୀନ ସାହୁ, ନୁରସିଂହ ସାହୁ, ସୁଶାନ୍ତ ବେହେରା, ରାକେଶ ସାବତ,ପ୍ରଭାତ ପ୍ରତିନିଧି, ଦିନେଶ ଗୌଡ଼,ସନ୍ତୋଷୀନି ସାହୁ ଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ.

Leave A Reply

Your email address will not be published.