ଭଞ୍ଜନଗର ରୁ ଆଜି କେବଳ ୯ ଚିହ୍ନଟ ।

0 250

ଭଞ୍ଜନଗର,୦୯/୦୮(ପିପିଟି); ଗଞ୍ଜାମ ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଆଜି ସମଗ୍ର ଜିଲ୍ଲାରେ ମୋଟ ୨୨୨ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଭଞ୍ଜନଗର ଅଞ୍ଚଳରେ ମାତ୍ର ୯ଜଣ ରହିଛନ୍ତି । ସେଥି ମଧ୍ୟରେ ଭଞ୍ଜନଗର ମେନ ରୋଡ଼ ର ଜଣେ ଥିବା ବେଳେ ଏହି ବ୍ଲକ ଅନ୍ତର୍ଗତ କୁଲାଡ଼ ଗ୍ରାମର ୨ଜଣ, ରାଜକୁଣ୍ଡୁ, ଲଣ୍ଡେଇ ସାହି, ଲେମ୍ଭେଇ, ଗାଲେରୀ ଗ୍ରାମର ଜଣେ ଲେଖାଏଁ ରହିଛନ୍ତି। ଏଥି ସହିତ ଭଞ୍ଜନଗର ସବ୍ ଜେଲର ଜଣେ କର୍ମଚାରୀ ଓ ଜଣେ ଆଶା କର୍ମୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.