ବ୍ରହ୍ମପୁର ଠାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘର ଧାରଣା।

0 328

ବ୍ରହ୍ମପୁର,୨୫/୦୨(ପିପିଟି): ଆଜି ଗଞ୍ଜାମ ଓକିଲ ସଂଘର ମାସର ଶେଷ ଚାରି ଦିନର ପ୍ରଥମ ଦିନରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ପାଇଁ ଓକିଲ ମାନଙ୍କ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଜାରି ରହିଛି।ଏହି ଧାରଣାରେ ଓକିଲ ମାନେ କୋର୍ଟର ମୂଖ୍ୟ ରାସ୍ତାକୁ ଅବରୋଧ କରି ଧାରଣା ରେ ବସିଥିଲେ।ଏଥିରେ ସଂଘ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି,ସମ୍ପାଦକ ପ୍ରଦୀପ ବେହେରା, ସହ ସମ୍ପାଦକ ସୁଧୀର କୁମାର ପାତ୍ରଙ୍କ ସମେତ ବହୁ ବରିଷ୍ଠ ଓକିଲ ତଥା କପିଳେଶ୍ୱର ପଟ୍ଟନାୟକ, ପ୍ରଦୀପ ପଣ୍ଡା,ସୁଧାଂଶୁ ଶେଖର ପଣ୍ଡା,ପ୍ରକାଶ ଦାସ,ସୁଶୀଲ ତ୍ରିପାଠୀ, ପ୍ରମୋଦ ପଣ୍ଡା,ବି ଦୁର୍ଗା ରାଓ,ମନୋଜ ପଟ୍ଟନାୟକ, ବରୁଣ ଗୌଡ଼,ନୟନ ମହାପାତ୍ର,କୃଷ୍ଣ ପଣ୍ଡା, ଶ୍ରୀକାନ୍ତ ମହାପାତ୍ର, ପ୍ରଭୁଦତ ଆଚାର୍ଯ୍ୟ, ଲାଲ ବାହାଦୂର ପଟ୍ଟନାୟକ,ସୀମାଞ୍ଚଳ ପଣ୍ଡା,ସତ୍ୟ ପଟ୍ଟନାୟକ, ସୂର୍ଯ୍ୟ,ନଗେଶ୍ୱର ରାଓଙ୍କ ସମେତ ବହୁ ଓକିଲ ଉପସ୍ଥିତ ଥିଲେ।

Leave A Reply

Your email address will not be published.