ବ୍ରହ୍ମପୁର ଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଧାରଣା।

0 380

ବ୍ରହ୍ମପୁର,୨୮/୦୭(ପିପିଟି);ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଜୁଲାଇ ମାସର ଶେଷ ଚାରିଦିନର ପ୍ରଥମ ଦିନରେ ଓକିଲ ମାନଙ୍କ ସତ୍ୟାଗ୍ରହ ଜାରି ରହିଛି। ଓକିଲ ମାନେ କୋର୍ଟର ମୁଖ୍ୟ ରାସ୍ତା ଅବରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି।ଏଥିରେ ସଂଘ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ଉପ ସଭାପତି ଭାଗୀ ରାଓ, ସମ୍ପାଦକ ପ୍ରଦୀପ ବେହେରା, ସହ ସମ୍ପାଦକ ସୁଧୀର କୁମାର ପାତ୍ର, ମୋହନ ସିଙ୍ଗାରି,ସୁଧାଂଶୁ ପଣ୍ଡା,ଶିଶିର ପାଢ଼ୀ, ନିରଞ୍ଜନ ନାୟକ,ପ୍ରଦୀପ ପଣ୍ଡା, ଅକ୍ଷୟ ପଟନାୟକ,କପିଲ ପଟ୍ଟନାୟକ, ମନୋଜ ପଟ୍ଟନାୟକ,ହୀରକ ରଥ,ଅସିତ୍ ସାବତ, ସୂର୍ଯ୍ୟ ସୁବୁଦ୍ଧି, ପ୍ରମୀତ ମହାପାତ୍ର, ସୁଶିଲ ତ୍ରିପାଠୀ,ବି ଦୂର୍ଗା ରାଓ, ବୈଜନ୍ତି ମାଳା ପାଢ଼ୀ ସମେତ ବହୁ ଓକିଲ ଉପସ୍ଥିତ ଥିଲେ।

Leave A Reply

Your email address will not be published.