ବୋଲସର ଠାରେ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ କଲେ ଆସ୍କା ବିଧାୟିକା।

0 513

କବିସୂର୍ଯ୍ଯ ନଗର,୦୪/୧୨(ପିପିଟି): କବିସୂର୍ଯ୍ଯ ନଗର ବ୍ଲକ ଅନ୍ତର୍ଗତ ବୋଲସର ଠାରେ ଶତ ପ୍ରତିଶତ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ ଉଦଘାଟନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ, ବିଡ଼ିଓ ବାସୁଦେବ ନାୟକ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ,ଗଞ୍ଜାମ ଜୋନ ଯୁବ ବିଜେଡ଼ିର ସଭାପତି ନଚିକେତା ସ୍ବାଇଁ,ବୋଲସର ସରପଞ୍ଚ ଓ ସମିତି ସଭ୍ଯ ପ୍ରମୁଖ ଯୋଗ ଦେଇଥିଲେ ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ ।)

Leave A Reply

Your email address will not be published.