ବୋଲଗଡ,୨୮/୧୨(ପିପିଟି):ବୋଲଗଡ଼ ବ୍ଲକ ର ପ୍ରତେକ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରସ୍ତୁତ ହୋଇଛି। ମୋଟ୍ ୧୯ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ପାଇଁ ଯଥାକ୍ରମେ ଅସରଳା ମହିଳା,ଆରିକିମା ଅଣସଂରକ୍ଷିତ, କଡବ ଅଣସଂରକ୍ଷିତ,କଳାଙ୍ଗ ମହିଳା,ଖଙ୍ଗୁରିଆ ଅଣସଂରକ୍ଷିତ, ଗେଡିଆପଲ୍ଲି ମହିଳା, ଗୋପାଳପୁର ଅଣସଂରକ୍ଷିତ, ଡାବରଧୁଆପାଟଣା ଅନୁସୂଚିତ ଜାତି, ଦଳେଇ ସାହି ମହିଳା, ଧଳାପଥର ଅଣସଂରକ୍ଷିତ, ପାଟପୁରୁ ଶାସନ ମହିଳା,ପିଚୁକୁଳି ମହିଳା,ଫାସିଓଦା ମହିଳା, ବଡକୁମ୍ଭାରି ଅଣସଂରକ୍ଷିତ, ବାଙ୍କୋଇଦେଶ ଅଣସଂରକ୍ଷିତ, ବୋଲଗଡ଼ ଅନୁସୂଚିତ ଜାତି ମହିଳା, ମାଣିବନ୍ଧ ମହିଳା, ସାଗରଗୁଁଆ ଅନୁସୂଚିତ ଜାତି ମହିଳା,ସାନପଦର ଅଣସଂରକ୍ଷିତ ରହିଛି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )