ବୁଗୁଡା ବିଜେଡି ପ୍ରତିନିଧି ମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି କୁ ସହାୟତା ।

0 166

ବୁଗୁଡା,(ପିପିଟି ନ୍ଯୁଜ୍)୧୮/୦୪-ବୁଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବୁଗୁଡା ବ୍ଲକ ବିଜୁ ଜନତା ଦଳର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧,୨୨,୦୦୦ ଟଙ୍କା ଓ କିଛି ବଦାନ୍ୟ ବ୍ୟକ୍ତି ୨୦,୦୦୦ ଟଙ୍କା ଆର୍ଥିକ ସହାୟତା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି।ବୁଗୁଡା ବିଡିଓ ସମେତ  ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.