ବିଷ୍ଣୁଚରଣ ଦାସଙ୍କ ସ୍ମୃତି ସଭା ଅନୁଷ୍ଠିତ ।

0 140

ଜଗତସିଂହପୁର,୧୬/୦୭(ପିପିଟି);ତିର୍ତ୍ତୋଲ୍ ଥାନା ଅନ୍ତର୍ଗତ ପଟିଲୋ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ବିଧାୟକ ବିଷ୍ଣୁଚରଣ  ଦାସଙ୍କ ଏକାଦଶାହରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ଏଥିରେ ସରପଞ୍ଚ ଚିତ୍ତରଞ୍ଜନ ରଥ, ସମିତି ସଭ୍ୟା ସନ୍ଧ୍ୟାରାଣୀ ମହାନ୍ତି, ସମସ୍ତ ଓ୍ଵାର୍ଡ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି

Leave A Reply

Your email address will not be published.