ବିଶ୍ଵାମିତ୍ର ହରପାଲ ଭଞ୍ଜନଗର ନୂତନ ଏସଡ଼ିପିଓ ।

0 364

ଭଞ୍ଜନଗର,୦୬/୦୪(ପିପିଟି):ଭଞ୍ଜନଗର ରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ବିଶ୍ଵାମିତ୍ର ହରପାଲ ଦାୟିତ୍ୱ ଗ୍ରହଣ କରିଛନ୍ତି କରିଛନ୍ତି। ଏଥି ପୂର୍ବରୁ ସେ କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟାଳୟରେ ଡ଼ିଏସପି ରୂପେ କାର୍ଯ୍ୟ କରୁଥିଲେ। ଏଠାରେ ଗତ ୪ବର୍ଷ ହେଲା ଏସଡ଼ିପିଓ ଥିବା ଶୁଭ୍ରାଂଶୁ ଶେଖର ମିଶ୍ରଙ୍କର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଉପଖଣ୍ଡକୁ ବଦଳି ହୋଇଯାଇ ଥିବାରୁ ତାଙ୍କ ସ୍ଥାନରେ ଶ୍ରୀ ହରପାଲ ଆଜି କାର୍ଯ୍ୟରେ ଯୋଗଦେଇ ସମସ୍ତ ଜନସଧାରଣଙ୍କ ସହଯୋଗ କାମନା କରିଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.