ବିଶ୍ବ ଅଙ୍ଗଦାନ ଦିବସରେ ସ୍ବର୍ଗତ ବିପିନ ପ୍ରଧାନଙ୍କ ପରିବାକୁ ସୁରଜ ଆୱାର୍ଡ।

0 386

ଛତ୍ରପୁର ,୧୩/୦୮(ପିପିଟି); ବିଶ୍ୱ ଅଙ୍ଗଦାନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସ୍ବର୍ଗତ ବିପିନ ପ୍ରଧାନ, ଗ୍ରାମ ଭାଟପଡା, କବିସୂର୍ଯ୍ୟନଗର ମୃତ୍ୟୁ ପୂର୍ଵରୁ ଛଅ ଗୋଟି ଅଙ୍ଗ ଦାନ କରି ସ୍ୱର୍ଗ ପ୍ରାପ୍ତ ହୋଇଥିଲେ। ଆଜି ତାଙ୍କ ସହଧର୍ମଣୀଙ୍କୁ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ଦ୍ଵାରା ୫ଲକ୍ଷ ଟଙ୍କା ସୁରଜ ଆୱାର୍ଡ ଦ୍ଵାରା ପ୍ରଦାନ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ଅନ୍ଯ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.