ବିଧାୟିକାଙ୍କ ଦ୍ବାରା ଆବାସ ଯୋଜନା କାର୍ଯ୍ଯାଦେଶ ବଣ୍ଟନ।

0 495

ଆସିକା, ୨୯/୦୭(ପିପିଟି); ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ଆସିକା ଏନ୍ଏସି ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୪୫ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରି ସେମାନଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ ଏବଂ ଏଥିରେ ଗଞ୍ଜାମ ଜୋନ୍ ବିଜୁ ଯୁବ ଜନତା ଦଳର ସଭାପତି ନଚିକେତା ସ୍ବାଇଁ ମଧ୍ୟ ଉପସ୍ଥିତ ରହି ଲୋକମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.