ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ପରଲୋକ।

0 331

ପଦ୍ମପୁର,୦୩/୧୦: ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁରର ବିଜେଡି ବିଧାୟକ ବିଜୟରଂଜନ ସିଂହ ବରିହାଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ବିଜୟରଞ୍ଜନ ସିଂ ବରିହା ୧୯୯୦, ୧୯୯୫, ୨୦୦୦, ୨୦୦୯ ଓ ୨୦୧୯ରେ ବିଧାୟକ ହୋଇ ନିଜର ଦକ୍ଷତା ପ୍ରମାଣିତ କରିଥିଲେ। ସେ ମନ୍ତ୍ରୀ ମଧ୍ୟ ହୋଇଥିଲେ ।

Leave A Reply

Your email address will not be published.