ବିଧାୟକ ନୂତନ ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜଣାଇଲେ।

0 362

ବୁଗୁଡା,୦୩/୦୮(ପିପିଟି);ବୁଗୁଡା ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ଠାରେ ବୁଗୁଡା ବ୍ଲକ ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ବୁଗୁଡା ବ୍ଲକ,ଏନ୍.ଏ.ସି ଓ ଜିଲ୍ଲାରେ ସାଙ୍ଗଠନିକ କାର୍ଯ୍ୟରେ ନୂତନ ଭାବେ ମନୋନୀତ ହୋଇଥିବା ଯୁବ ଓ ଛାତ୍ର ସଭାପତି,ଉପ ସଭାପତି,ସାଧାରଣ ସମ୍ପାଦକ ଓ ଡିଜିଟାଲ ସମ୍ପାଦକ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି।

Leave A Reply

Your email address will not be published.