ବୁଗୁଡା,୧୧/୧୧(ପିପିଟି):ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ, ଭାମଶ୍ୟାଳି, ବିରଞ୍ଚିପୁର ଓ ବି. କରଡାବାଡ଼ି ଚାରି ଗୋଟି ଗ୍ରାମ ପଞ୍ଚାୟତକୁ ଯାଇ ବିଧାୟକ ଶ୍ରୀକାନ୍ତ ସାହୁ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଓ ବିଧବା ମହିଳା ମାନଙ୍କୁ ଭତ୍ତା ବଣ୍ଟନ କରିବା ସହ ବିଜୁ ଜନତା ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।