ବିଦ୍ଯାଳୟର ରୂପାନ୍ତରଣ କାର୍ଯ୍ଯ ତଦାରଖ କଲେ ଜିଲ୍ଲାପାଳ।

0 352

ରଘୁନାଥପୁର,୨୭/୦୮(ପିପିଟି);ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ରଘୁନାଥପୁର ବ୍ଲକ ଅନ୍ତର୍ଗତ ସାଦେଇପୁରସ୍ଥ ଭଦ୍ରେଶ୍ଵର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି 5T ଅଧୀନରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟ ଅନୁଧ୍ୟାନ କରିଥିଲେ ଓ ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର, ପରିଚାଳନା କମିଟିର ସଭ୍ୟ ବୃନ୍ଦ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)

Leave A Reply

Your email address will not be published.