ବିଜେପି ସରପଞ୍ଚ ଓ ସମର୍ଥକ ବିଜେପି ଛାଡି ବିଜେଡିରେ ଯୋଗଦେଲେ।

0 495

ବୁଗୁଡା, ୨୪/୧୦(ପିପିଟି): ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମ ପଞ୍ଚାୟତ ର ବିଭିନ୍ନ ପ୍ରକଳ୍ପକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଉଦ୍‌ଘାଟନ କରିବା ସହ ତାଳସାକର ଏବଂ ଖୋଳଖାଳି ବିଜୁ ଜନତା ଦଳର ମିଶ୍ରଣ ପର୍ଵ ରେ ଯୋଗ ଦେଇଛନ୍ତି।ଖୋଳଖାଳି ପଞ୍ଚାୟତ ବିଜେପି ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ଙ୍କ ନେତୃତ୍ୱରେ ୫୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ବିଧାୟକଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ଜନ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.