ବିଜେପିର ବନ୍ଦ ଡାକରା ତିର୍ତ୍ତୋଲରେ ପ୍ରଭାବ ଶୂନ୍ଯ ।

0 233

ତିର୍ତ୍ତୋଲ,୩୦/୧୦(ପିପିଟି); ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଏବଂ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ମିଳିବା ପ୍ରତିବାଦରେ ବିଜେପି ପକ୍ଷରୁ ଦିଆଯାଇଥିବା ଜଗତସିଂହପୁର ଜିଲ୍ଲା ବନ୍ଦ ଡାକରା ତିର୍ତ୍ତୋଲ ବ୍ଲକରେ ପ୍ରଭାବ ଶୂନ୍ୟ । ଏହି ବ୍ଲକ ଅନ୍ତର୍ଗତ ମୁଖ୍ୟ ଵଜାର, ଗ୍ରାମାଞ୍ଚଳର ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ,ବ୍ୟାଙ୍କ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସଂପୂର୍ଣ୍ଣ ଖୋଲା ଥିବା ଵେଳେ ରାସ୍ତା ଘାଟରେ ଗାଡ଼ି ଚଳାଚଳ ସ୍ବାଭାବିକ ରହିଛି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି । )

Leave A Reply

Your email address will not be published.