ବ୍ରହ୍ମପୁର,୦୩/୦୩(ପିପିଟି):ପୋଲସରା କୋଣାର୍କ କଲ୍ୟାଣ ମଣ୍ଡପ ଠାରେ ପୋଲସରା ରେ ଆସନ୍ତା ୫ ତାରିଖ ଦିନ ପାଳନ ହେବାକୁ ଥିବା ବିଜୁ ବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ଏବଂ ଆସନ୍ତା ୧୧ ତାରିଖ ଦିନ ପାଳନ ହେବାକୁ ଥିବା ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି। ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।