ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପଞ୍ଚାୟତରେ ବିଶୋଧକ ସିଞ୍ଚନ ଓ ମାସ୍କ ବଣ୍ଟନ ।

0 117

ଢେଙ୍କାନାଳ,(ପିପିଟି)୦୨/୦୫ ,ଆଜି ଢେଙ୍କାନାଳ ବିଜୁ ଛାତ୍ର ଜନତା ତରଫରୁ ସଭାପତି ସୁରଜ ମହାପାତ୍ରଙ୍କ ନେତୃତ୍ୱରେ ସଦର ବ୍ଲକର ତରଭା ଓ ନୂଆଗାଁ ଗ୍ରାମପଞ୍ଚାୟତକୁ ବିଶୁଦ୍ଧିକରଣ କରିବା ସହିତ ମାସ୍କ ବଣ୍ଟନ ଏବଂ ଲୋକମାନଙ୍କୁ ସଚେତନ କରାଗଲା ।ସହଯୋଗ କରିଥିଲେ ନଗର ସଭାପତି ସୋନୁରାମ ସିଂ,ଆଶୁତୋଷ କର,ସୁଶୀଲ ଗୋଛାୟାତ,ମଳୟ ବିଶ୍ୱାଳ, ସୌମ୍ୟରଂଜନ ମହାନ୍ତି,ଅଭିଳାଷ ସାହୁ,ପ୍ରକାଶ ସାହୁ ଏବଂ ଓଁମ ପ୍ରକାଶ ।
ରିପୋର୍ଟ – ଶୁଭମ୍ ପାଣୀ ।

Leave A Reply

Your email address will not be published.