ବାଳକର ମୃତ୍ୟୁକୁ ନେଇ ସନ୍ଦେହ ।

0 160

ଭଞ୍ଜନଗର,(ପିପିଟି)୧୨/୦୬, ଭଞ୍ଜନଗର ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର ବସନ୍ତ ଗୌଡ଼ ଙ୍କ ପୁଅ ରାହୁଲ ଗୌଡ଼(୧୪) ଗତକାଲି ରାତିରେ ଖାଇ ପିଇ ଶୋଇଥିଲା।କିଛି ସମୟ ପରେ ହଠାତ୍ ରାହୁଲ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାକୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲ କୁ ଆଣିଥିଲେ।ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଖବର ପାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଛି।ହେଲେ ମୃତ୍ୟୁର ସଠିକ କାରଣ ସମ୍ପର୍କରେ ଜଣାପଡିନାହିଁ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.