ବାଣ ଜବତ ଓ ୬ଜଣ ଗିରଫ। ଜିଲ୍ଲା By PPT NEWS On Nov 13, 2020 0 554 Share ଗଞ୍ଜାମ,୧୩/୧୧: ଗଞ୍ଜାମ ଜିଲ୍ଲା ରମ୍ଭା ପୁଲିସ ପକ୍ଷରୁ ବେଆଇନ୍ ବାଣ କାରବାର ଉପରେ ଚଢାଉ କରି ଜବତ କରାଯାଇଛି । ବେଆଇନ୍ ବାଣ କାରବାର ରେ ସଂପୃକ୍ତ ୬ଜଣଙ୍କୁ ଗିରଫ କରାଯାଇଛି। ରମ୍ଭ ଥାନାରେ ବିସ୍ଫୋରକ ସାମଗ୍ରୀ ଓ ଶଦ୍ଦ ପ୍ରଦୂଷଣ ଆଇନର ଉଲ୍ଲଂଘନ ନେଇ ମାମଲା ରୁଜୁ ହୋଇଛି। 0 554 Share