ବାକିଲିକଣା ଗ୍ରାମକୁ ସିଲ୍ କଲେ ସରପଞ୍ଚ ।

0 505

ଶେରଗଡ,୧୫/୦୭(ପିପିଟି);ଶେରଗଡ଼ ବ୍ଲକ  ଡେଙ୍ଗାପଦର ପଞ୍ଚାୟତର ବାକିଲିକନା ଗ୍ରାମକୁ ସିଲ କରିଛନ୍ତି ଉକ୍ତ ପଞ୍ଚାୟତର ସରପଞ୍ଚ ରାମକୃଷ୍ଣ ପଲେଇ। ବୁଧବାର ଅପରାହ୍ନରେ ସ୍ତାନୀୟ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ଓ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକଙ୍କ ଉପସ୍ଥିତରେ ସରପଞ୍ଚ ଶ୍ରୀ ପଲେଇ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିବା ସହ ଗ୍ରାମର ଚାରି ପାର୍ଶ୍ବରେ ବେରିକେଡ କରି ପାଞ୍ଚ ଦିନ ପାଇଁ ସିଲ କରିଛନ୍ତି । ଗ୍ରାମକୁ କରୋନା ରୋଗୀଙ୍କ ଆତ ଜାତକୁ ଆଖି ଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି। ବାହାର ଵ୍ୟକ୍ତିଙ୍କୁ ଗ୍ରାମ ଭିତରକୁ ପଶିବାକୁ ବାରଣ କରି ଏହି ପଦକ୍ଷେପ ନିଆଯାଇଛି।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.