ବାଇକ ସହ ଅଟୋ ଧକ୍କା: ଜଣେ ଗୁରୁତର ।

0 249

ଭଞ୍ଜନଗର,୦୧/୧୦(ପିପିଟି); ଭଞ୍ଜନଗର ବ୍ଲକ କୁଲାଡ଼ ଗ୍ରାମର ବିଷ୍ଣୁ ଦାଶ(୪୨) ଆଜି ଅପରାହ୍ନ ୪ଟା ସମୟରେ କୌଣସି କାମରେ ଭଞ୍ଜନଗର ଆସୁଥିବା ବେଳେ ବେତାର ଗ୍ରାମ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଅଟୋ ସହ ତାଙ୍କ ବାଇକ ଧକ୍କା ହୋଇଥିଲା। ବାଇକରୁ ପଡ଼ି ବିଷ୍ଣୁ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲ କୁ ଚିକିତ୍ସା ପାଇଁ ପଠାଯାଇଛି। (ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.