ବଡଗଡ ଠାରେ ବିଧାୟକଙ୍କ ଦ୍ବାରା ଡ଼ଷ୍ଟବିନ୍ ବଣ୍ଟନ।

0 329

ସୋରଡା,୨୭/୦୮(ପିପିଟି); ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗଡ ଗ୍ରାମ ପଞ୍ଚାୟତ ଠାରେ ପଞ୍ଚାୟତକୁ ସ୍ୱଚ୍ଛ ରଖିବା ପାଇଁ ଗ୍ରାମ୍ୟ ମହିଳା ମାନଙ୍କୁ ଡଷ୍ଟବିନ ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ ସୋରଡା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ସ୍ୱଚ୍ଛ ପରିମଳ ଯାନର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବରେ ସୋରଡା ବ୍ଲକର ବିଡିଓ ସୀମାଞ୍ଚଳ ମଣ୍ଡଳ,ବଡ଼ଗଡ ସରପଞ୍ଚ ସାରଦା ସବର ଓ ଗ୍ରାମର ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

Leave A Reply

Your email address will not be published.