ପୋଲସରା,୧୩/୧୨(ପିପିଟି):
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ ପୋଲସରା ବ୍ଲକ ହାତୀଓଟ, ଖଣ୍ଡୁରୁ, ବୁଢେଇଶୁଣି, ବନ୍ଥପଲ୍ଲି ଓ ପୋଲସରା ଏନ.ଏ.ସି ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବା ସହ ବିଜୁ ହେଲଥ ସ୍ମାର୍ଟ କାର୍ଡ ହିତାଧିକାରୀ ଙ୍କୁ ବଣ୍ଟନ କରିଛନ୍ତି।