ପୋଲସରା ବ୍ଲକରେ ୨ ସରପଞ୍ଚ, ୧ ସମିତିସଭ୍ଯ ଓ ୧୪୭ ୱାର୍ଡସଭ୍ଯ ଅପ୍ରତିଦ୍ବନ୍ଦୀ।

0 512

ପୋଲସରା,୨୭/୦୧(ପିପିଟି): ଚଳିତ ପଞ୍ଚାୟତ ନିର୍ବାଚନରେ ପୋଲସରା ବ୍ଲକରେ ୨ ସରପଞ୍ଚ, ୧ ସମିତିସଭ୍ଯ ଓ ୧୪୭ ୱାର୍ଡସଭ୍ଯ ଅପ୍ରତିଦ୍ବନ୍ଦୀ ହୋଇଛନ୍ତି। ବିଜେଡି ସମର୍ଥିତ ୨ ସରପଞ୍ଚ ଓ ଜଣ ସମିତିସଭ୍ଯ ଅପ୍ରତିଦ୍ବନ୍ଦୀ ହୋଇଛି। ପୋଲସରା ବ୍ଲକ ୱାର୍ଡ ସଂଖ୍ଯା ୩୩୯,ପୁରୁଷ ଭୋଟର ସଂଖ୍ଯା ୫୯୨୦୦,ମହିଳା ଭୋଟର ସଂଖ୍ଯା ୫୪୧୦୨,ଅନ୍ଯ ୬ ଜଣ ଥିବା ଜଣାପଡିଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Leave A Reply

Your email address will not be published.