ପୋଲସରା ବିଧାୟକଙ୍କ ଦ୍ଵାରା କୋଠ ଘର ଉଦ୍‌ଘାଟନ।

0 404

ବୁଗୁଡା,୧୭/୧୧(ପିପିଟି); ବୁଗୁଡା ବ୍ଲକ ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ପରିଭ୍ରମଣ କରି କୁମ୍ଭାର ସାହି କୋଠଘରକୁ ଉଦ୍‌ଘାଟନ କରିବା ସହ ବଣାୟତ ଓଡ଼ିଆ ସମାଜ କୁଳ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।ବୁଗୁଡା ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ,ଜିଲ୍ଲା ପରିଷଦ ବହୁ ମାନ୍ୟଗଣ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.