ପୋଲସରା ବିଧାୟକଙ୍କ ଦ୍ବାରା ଭତ୍ତା ବଣ୍ଟନ।

0 235

ପୋଲସରା,୨୨/୦୬(ପିପିଟି); ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା,ଜେ.ଡେଙ୍ଗାପଦର,ବନ୍ଥପଲ୍ଲି,ସୋଡକ,ବଲଗାଁ,ବୁଢ଼େଇଶୁଣି,ହାତୀଓଟ,ବର୍ତ୍ତିନି, ବାଲିଛାଇ,ଖଣ୍ଡୁରୁ, କଳମ୍ବ,ଜକର ଓ ଘୋଡାପଲାଣ ମୋଟ ୧୩ ଗୋଟି ପଞ୍ଚାୟତକୁ ଯାଇ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ୨୬୪ ଜଣ ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ଓ ହରିଶ୍ଚନ୍ଦ୍ର ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଛନ୍ତି। ପୋଲସରା ବ୍ଲକ ଅଧ୍ୟକ୍ଷ, ବିଡ଼ିଓ,  ଏବିଡିଓ, ସରକାରୀ କର୍ମଚାରୀ,ସରପଞ୍ଚ ସମିତିସଭ୍ୟ ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ।

(ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.