ପୋଲସରା ଠାରେ ଉତ୍କଳ ଦିବସ ପାଳନ।

0 413

ପୋଲସରା,୦୧/୦୪(ପିପିଟି): ପବିତ୍ର ଉତ୍କଳ ଦିବସ ଅବସରରେ ପୋଲସରା ଏନ.ଏ.ସି ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଉତ୍କଳ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମେଡିକାଲକୁ ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ପୋଲସରା ପଞ୍ଚାୟତ ସମିତି ଦ୍ୱାରା ଆୟୋଜିତ ଉତ୍କଳ ଦିବସ ପାଳନରେ ଯୋଗ ଦେଇଛନ୍ତି।

Leave A Reply

Your email address will not be published.