କେନ୍ସର ପୀଡିତଙ୍କ ପରିବାରକୁ ଭେଟିଲେ ବିଧାୟକ ।

0 354

ପୋଲସରା,୨୭/୦୮(ପିପିଟି);ପୋଲସରା ଏନ୍ଏସି ରାଣୀପଡା ୱାର୍ଡ ନଂ-୩ ର ପ୍ରଦ୍ୟୁମ୍ନ ପରିଡା କେନ୍ସର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁ ବାସଭବନ କୁ ଯାଇ ପରିବାରକୁ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି

Leave A Reply

Your email address will not be published.