ପୂର୍ବତନ ସୈନିକ ସଂଗଠନର ବୈଠକ ଅନୁଷ୍ଠିତ।

0 822

ଆସିକା,୨୧/୦୨(ପିପିଟି): ରବିବାର ଦିନ ପୂର୍ବତନ ସୈନିକ ସଂଗଠନ ଓଡ଼ିଶାର ଏକ ବୈଠକ କରଞ୍ଜେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର, ସୋରଡା, ହିଞ୍ଜିଳିକାଟୁ, ବୁଗୁଡା ଓ କବିସୂର୍ଯ୍ୟନଗର ପ୍ରଭୂତି ଅଞ୍ଚଳର ସଂଗଠନ ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ରହି ଅବସର ପ୍ରାପ୍ତ ସୈନିକ ମାନଙ୍କ ବିଭିନ୍ନ ସମସ୍ଯା ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଭଞ୍ଜନଗର ସଭାପତି ନାଗେଶ୍ବର ଗୌଡ,ବୁଗୁଡା ସଭାପତି ସୂର୍ଯ୍ୟନାରାୟଣ ଦାଶ, ସୋରଡା ସଭାପତି କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ

Leave A Reply

Your email address will not be published.