ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀ।

0 599

ମୁମ୍ବାଇ:ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ୬୯ ବର୍ଷରେ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଗତବର୍ଷ ସେ କରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରଠାରୁ ଶଯ୍ୟାଶାୟୀ ହୋଇଯାଇଥିଲେ । ଘରେ ତାଙ୍କର ହ୍ବିଲ ଚେୟାରରେ ଚଳପ୍ରଚଳ କରୁଥିଲେ । ପରେ ଶରୀର ଅଧିକ ଖରାପ ହେବାରୁ ତାଙ୍କୁ ଜୁହୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୧୯୭୩ ମସିହାର ଚଳଚ୍ଚିତ୍ର ‘ନହ୍ନା ଶିକାରୀ’ରେ  ପ୍ରଥମେ ସେ ସଙ୍ଗୀତ ନିର୍ଦେଶନା ଦେଇଥିଲେ । ସେ ଫିଲ୍ମରେ ମଧ୍ଯ କଣ୍ଠ ଦାନ ଓ ଅଭିନୟ ମଧ୍ଯ କରିଛନ୍ତି।

Leave A Reply

Your email address will not be published.