ପରଲୋକରେ ଅବସରପ୍ରାପ୍ତ ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକ ।

0 602

ଭୁବନେଶ୍ୱର,୨୧ /୦୭(ପିପିଟି); ଓଡିଶାର ଅବସରପ୍ରାପ୍ତ ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକଙ୍କର ଆଜି ମୁମ୍ବାଇ ସ୍ଥିତ ଆପୋଲୋ ମେଡିକାଲରେ ପରଲୋକ ଘଟିଛି । ଚିକିତ୍ସାଧି ଅବସ୍ଥାରେ ହିଁ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ଦୀର୍ଘଦିନ ହେବ ପ୍ରିୟବ୍ରତ କକର୍ଟ ରୋଗରେ ପୀଡିତ ଥିଲେ । ପ୍ରିୟବ୍ରତ ୧୯୭୬ ବ୍ୟାଚର ଆଇଏଏସ ଅଧିକାରୀ ଥିଲେ ।

Leave A Reply

Your email address will not be published.