ପଞ୍ଚାୟତ ନିର୍ବାଚନ ପାଇଁ ସାନଖେମୁଣ୍ଡି ବ୍ଲକ ସଂରକ୍ଷଣ ତାଲିକା ପ୍ରସ୍ତୁତ ।

0 2,551

ସାନଖେମୁଣ୍ଡି,୦୯/୧୦(ପିପିଟି): ଆଗମୀ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ସାନଖେମୁଣ୍ଡି ବ୍ଲକର ଅଧ୍ଯକ୍ଷ ପଦ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପାଇଁ ମଧ୍ଯ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଆଡପଡ଼ା ସରପଞ୍ଚ ଅନୁସୁଚିତ ଜାତି ମହିଳା , ସମିତି ସଭ୍ୟ ଅନୁସୁଚିତ ଜାତି , ଆମ୍ବଗାଁ ସରପଞ୍ଚ ପଛୁଆବର୍ଗ ମହିଳା , ସମିତି ସଭ୍ୟ ପଛୁଆବର୍ଗ ମହିଳା , ଏରେଣ୍ଡ୍ରା ସରପଞ୍ଚ ଅଣ ସଂରକ୍ଷିତ , ସମିତି ସଭ୍ୟ ମହିଳା , କଉଡିଆ ସରପଞ୍ଚ ମହିଳା , ସମିତି ସଭ୍ୟ ମହିଳା , କଳରାପଦର ସରପଞ୍ଚ ପଛୁଆବର୍ଗ ମହିଳା , ସମିତି ସଭ୍ୟ ପଛୁଆବର୍ଗ ମହିଳା , କଙ୍କୋରଡ଼ା ସରପଞ୍ଚ ପଛୁଆବର୍ଗ , ସମିତି ସଭ୍ୟ ମହିଳା , କଂସାମାରୀ ସରପଞ୍ଚ ମହିଳା , ସମିତି ସଭ୍ୟ ମହିଳା , ଖଲିଙ୍ଗି ପଛୁଆବର୍ଗ ମହିଳା , ସମିତି ସଭ୍ୟ ଅଣ ସଂରକ୍ଷିତ , ଗାଙ୍ଗପୁର ସରପଞ୍ଚ ଅଣ ସଂରକ୍ଷିତ , ସମିତି ସଭ୍ୟ ଅଣ ସଂରକ୍ଷିତ , ଗୌତୁମି ସରପଞ୍ଚ ପଛୁଆ ବର୍ଗ ମହିଳା , ସମିତିସଭ୍ୟ ଅନୁ ସୂଚିତଜାତି , ଚୁଡୁଙ୍ଗପୁର ସରପଞ୍ଚ ପଛୁଆବର୍ଗ , ସମିତିସଭ୍ୟ ଅଣ ସଂରକ୍ଷିତ , ଛଣମେରି ସରପଞ୍ଚ ମହିଳା , ସମିତିସଭ୍ୟ ଅଣ ସଂରକ୍ଷିତ , ଜୁରା ସରପଞ୍ଚ ଅନୁସୂଚିତ ଜାତି , ସମିତିସଭ୍ୟ ଅନୁସୂଚିତ ଜାତି ମହିଳା , ଡେଙ୍ଗାଡି ସରପଞ୍ଚ ପଛୁଆବର୍ଗ , ସମିତିସଭ୍ୟ ପଛୁଆବର୍ଗ ମହିଳା , ତପ୍ତପାଣି ଗୋବିନ୍ଦପୁର ସରପଞ୍ଚ ଅନୁସୂଚିତ ଜନଜାତି ମହିଳା , ସମିତିସଭ୍ୟ ଅନୁସୂଚିତ ଜନଜାତି ମହିଳା , ଦୟାନିଧିପୁର ସରପଞ୍ଚ ମହିଳା , ସମିତିସଭ୍ୟ ପଛୁଆବର୍ଗ ମହିଳା , ପଟିଗୁଡ଼ା ସରପଞ୍ଚ ଅଣସଂରକ୍ଷିତ , ସମିତିସଭ୍ୟ ପଛୁଆବର୍ଗ , ପଦ୍ମପୁର ସରପଞ୍ଚ ଅନୁସୂଚିତ ଜାତି ମହିଳା , ସମିତିସଭ୍ୟ ପଛୁଆବର୍ଗ , ପାଇକ ରାମଚନ୍ଦ୍ରପୁର ସରପଞ୍ଚ ଅଣସଂରକ୍ଷିତ , ସମିତିସଭ୍ୟ ପଛୁଆବର୍ଗ , ପାଟପୁର ସରପଞ୍ଚ ଅଣସଂରକ୍ଷିତ , ସମିତିସଭ୍ୟ ମହିଳା , ପୋଡ଼ାମାରି ସରପଞ୍ଚ ଅଣସଂରକ୍ଷିତ, ସମିତିସଭ୍ୟ ଅଣସଂରକ୍ଷିତ, ମୌଳାଭଞ୍ଜା ସରପଞ୍ଚ ମହିଳା, ସମିତିସଭ୍ୟ ଅଣସଂରକ୍ଷିତ , ରଧାଦେଇପୁର ସରପଞ୍ଚ ମହିଳା , ସମିତି ସଭ୍ୟ ଅଣସଂରକ୍ଷିତ, ସାତପେଣ୍ଠ ଗୋପାଳପୁର ସରପଞ୍ଚ ଅଣସଂରକ୍ଷିତ , ସମିତିସଭ୍ୟ ଅଣସଂରକ୍ଷିତ, ସାହସପୁର ସରପଞ୍ଚ ଅନୁସୂଚିତ ଜାତି, ସମିତିସଭ୍ୟ ଅନୁସୂଚିତ ଜାତି ମହିଳା , ସିଙ୍ଗିପୁର ସରପଞ୍ଚ ମହିଳା ସେହିପରି ସମିତିସଭ୍ୟ ଅଣସଂରକ୍ଷିତ ସ୍ଥାନ ରହିଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.