ପଞ୍ଚାୟତ ନିର୍ବାଚନ ପାଇଁ ପୁରୁଷୋତ୍ତମପୁର ବ୍ଲକର ସଂରକ୍ଷିତ ତାଲିକା ପ୍ରକାଶିତ।

0 552

ବ୍ରହ୍ମପୁର, ୦୯/୧୦(ପିପିଟି): ପୁରୁଷୋତ୍ତମପୁର ବ୍ଲକର ସଂରକ୍ଷିତ ତାଲିକା ପ୍ରକାଶ ପାଇଛି। ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି। ସରପଞ୍ଚ ଓ ସମିତି ପାଇଁ ସଂରକ୍ଷିତ ତାଲିକା ପ୍ରକାଶିତ ପରେ ରାଜନୈତିକ ଚଳଚଞ୍ଚଳ ଆରମ୍ଭ ହୋଇଯାଇଛି। ଅରଖପୁର ସରପଞ୍ଚ ଅଣସଂରକ୍ଷିତ, ସମିତି ପଛୁଆବର୍ଗ, ଅନ୍ତରିଗାଁ ସରପଞ୍ଚ ପଛୁଆବର୍ଗ ମହିଳା,ସମିତି ମହିଳା, ଆଚୁଲି ସରପଞ୍ଚ ପଛୁଆବର୍ଗ, ସମିତି ଅନୁସୂଚିତ ଜନଜାତି ମହିଳା,କମାନାଳିନାକ୍ଷପୁର ସରପଞ୍ଚ ଅନୁସୂଚିତ ଜନଜାତି ମହିଳା,ସମିତି ଅନୁସୂଚିତ ଜାତି,ଗାଙ୍ଗଦେହଣି ସରପଞ୍ଚ ଓ ସମିତି ମହିଳା,ସିଏଚ୍ ନୂଆଗାଁ ଅନୁସୂଚିତ ଜାତି,ସମିତି ଅନୁସୂଚିତ ଜାତି ମହିଳା, ଚିଙ୍ଗୁଡିଘାଇ ସରପଞ୍ଚ ଅଣସଂରକ୍ଷିତ, ସମିତି ମହିଳା, ଜଗନ୍ନାଥପୁର ମହିଳା,ସମିତି ଅଣସଂରକ୍ଷିତ, ଜାମୁନି ସରପଞ୍ଚ ଅଣସଂରକ୍ଷିତ, ସମିତି ମହିଳା, ଝାଡବାଇ ସରପଞ୍ଚ ଅନୁସୂଚିତ ଜାତି,ସମିତି ଅନୁସୂଚିତ ଜାତି ମହିଳା,ଟଙ୍କାଛାଇ ଅନୁସୂଚିତ ଜାତି ମହିଳା,ସମିତି ଅନୁସୂଚିତ ଜାତି, ପାଣ୍ଡିଆ ସରପଞ୍ଚ ମହିଳା,ସମିତି ଅଣସଂରକ୍ଷିତ, ପ୍ରତାପୁର ସରପଞ୍ଚ ଅନୁସୂଚିତ ଜାତି, ସମିତି ଅନୁସୂଚିତ ଜାତି ମହିଳା,ବଡଖରିଡା ସରପଞ୍ଚ ଓ ସମିତି ପଛୁଆବର୍ଗ ମହିଳା, ବଡବରଗାଁ ସରପଞ୍ଚ ଅଣସଂରକ୍ଷିତ, ସମିତି ପଛୁଆବର୍ଗ ମହିଳା, ବାଘଳା ସରପଞ୍ଚ ମହିଳା, ସମିତି ଅଣସଂରକ୍ଷିତ, ଭାଟକୁମରଡା ସରପଞ୍ଚ ଅଣସଂରକ୍ଷିତ, ସମିତି ପଛୁଆବର୍ଗ, ଭୀମପୁର ସରପଞ୍ଚ ଅନୁସୂଚିତ ଜାତି ମହିଳା, ସମିତି ଅନୁସୂଚିତ ଜାତି, ଭୂତସରସିଙ୍ଗ ସରପଞ୍ଚ ଓ ସମିତି ମହିଳା, ରଣଝାଲି ସରପଞ୍ଚ ମହିଳା,ସମିତି ଅଣସଂରକ୍ଷିତ, ରାଇପୁର ସରପଞ୍ଚ ଓ ସମିତି ଅନୁସୂଚିତ ଜାତି ମହିଳା, ଷୋଳଘର ସରପଞ୍ଚ ପଛୁଆବର୍ଗ ମହିଳା,ସମିତି ଅଣସଂରକ୍ଷିତ, ସମା ସରପଞ୍ଚ ଓ ସମିତି ମହିଳା,ସିକୁଳା ସରପଞ୍ଚ ଓ ସମିତି ଅନୁସୂଚିତ ଜାତି,ସୁନାଥର ସରପଞ୍ଚ ପଛୁଆବର୍ଗ, ସମିତି ଅଣସଂରକ୍ଷିତ, ହାଣ୍ଡିଘର ସରପଞ୍ଚ ଅଣସଂରକ୍ଷିତ, ସମିତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

Leave A Reply

Your email address will not be published.