ନୂଆ ବର୍ଷରେ ନୂଆ ଚିନ୍ତା ଧାରା ।

0 7

ଯାଜପୁର,୦୧/୦୧(ପିପିଟି) : ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଜିଲ୍ଲାରେ ନୂଆ ନୂଆ କାମ କରିବା ପାଇଁ ଆଲୋଚନା କରୁଛନ୍ତି ଉପସ୍ଥିତ ଅଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ,ସନ୍ତୋଷ କୁମାର ମିଶ୍ର,ମିହିର କୁମାର ମହାନ୍ତି ଓ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ।

Leave A Reply

Your email address will not be published.