ନିଆରା ଜନ୍ମ ଦିନ ପାଳିଲେ ସମାଜସେବୀ ମୋହନ ।

0 261

ଯାଜପୁର,୧୬/୦୭(ପିପିଟି) :ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଭୁଷଣ୍ଡପୁର ଗ୍ରାମର ସମାଜସେବୀ ମୋହନ ମହାରଣା ଜନ୍ମ ଦିନରେ କର୍କଟ ରୋଗୀକୁ ରକ୍ତ ଦାନ କରିଛନ୍ତି। ଯାଜପୁର ରୋଡ ସରକାରୀ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଦେଇ ସୁକିନ୍ଦା ଅଞ୍ଚଳର କର୍କଟ ରୋଗୀ ଗଙ୍ଗାଧର ପୃଷ୍ଟି କୁ ରକ୍ତ ଦାନକରି ଏକ ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ କଲେ । ଆଗାମୀ ଦିନରେ ପ୍ରତି ଘରେ ଘରେ ରକ୍ତ ଦାତା ସୃଷ୍ଟି ହୁଅନ୍ତୁ ବୋଲି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.