ଯାଜପୁର,୦୫/୧୧(ପିପିଟି); ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ଉପସ୍ଥିତିରେ ଦାନଗଦି ବ୍ଲକ ଧୁଳିଗଡ଼ ପଞ୍ଚାୟତର ସମିତି ସଭ୍ୟା ଆରତୀ ନାୟକ କଂଗ୍ରେସ ଦଳ ଛାଡି ବିଜେଡି ରେ ଯୋଗଦାନ କରିଛନ୍ତି । ବିଧାୟକ ଦଳୀୟ ଉତରଣୀ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ସମିତି ସଭ୍ୟା ଆରତୀ ନାୟକ ଯୋଗଦାନ ଧୁଳିଗଡ଼ ପଞ୍ଚାୟତରେ ବିଜେଡି ସଂଗଠନ ଆହୁରି ମଜବୁତ ହେବ ବୋଲି କହିଛନ୍ତି ବିଧାୟକ ଘଡେଇ ।