ଦେଶରେ ୩୪୮୮୪ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୧୭୯୯୪ ଏବଂ ମୃତ ସଂଖ୍ୟା ୬୭୧ ।

0 2,137

ନୂଆଦିଲ୍ଲୀ,୧୮/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସକାଳ ସୁଦ୍ଧା ୩୪୮୮୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୭୯୯୪ ଏବଂ ୬୭୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୦୩୮,୭୧୬ ରେ ପହଞ୍ଚିଛି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬,୨୭୩ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୬,୫୩,୭୫୧ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୯୨,୬୫୮ ଆକ୍ରାନ୍ତ, ୧,୬୦,୩୫୭ ସୁସ୍ଥ ଏବଂ ୧୧୪୫୨ ମୃତ । ତାମିଲନାଡୁରେ ୧,୬୦,୯୦୭ ଆକ୍ରାନ୍ତ, ୧,୧୦,୮୦୭ ସୁସ୍ଥ ଏବଂ ୨୩୧୫ ମୃତ । ଦିଲ୍ଲୀରେ ୧,୨୦,୧୦୭ ଆକ୍ରାନ୍ତ, ୯୯,୩୦୧ ସୁସ୍ଥ ଏବଂ ୩୫୭୧ ମୃତ । କର୍ଣ୍ଣାଟକରେ ୫୫,୧୧୫ ଆକ୍ରାନ୍ତ,୨୦,୭୫୭ ସୁସ୍ଥ ଏବଂ ୧୧୪୭ ମୃତ । ଗୁଜୁରାଟରେ ୪୬,୪୩୦ ଆକ୍ରାନ୍ତ, ୩୨,୯୭୩ ସୁସ୍ଥ ଏବଂ ୨୧୦୬ ମୃତ । ଉତ୍ତରପ୍ରଦେଶ ରେ ୪୫,୧୬୩ ଆକ୍ରାନ୍ତ,୨୭,୬୩୪ ସୁସ୍ଥ ଏବଂ ୧୦୮୪ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.