ଦେଶରେ ୨୬୫୦୬ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୧୯୧୩୫ ଏବଂ ମୃତ ସଂଖ୍ୟା ୪୭୫ ।

0 2,046

ନୂଆଦିଲ୍ଲୀ,୧୦/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ସକାଳ ସୁଦ୍ଧା ୨୬୫୦୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୯୧୩୫ ଏବଂ  ୪୭୫ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୭,୯୩,୮୦୨ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧,୬୦୪ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪,୯୫,୫୧୩ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୩୦,୫୯୯ ଆକ୍ରାନ୍ତ, ୧,୨୭,୨୫୯ ସୁସ୍ଥ ଏବଂ ୯୬୬୭ ମୃତ । ତାମିଲନାଡୁରେ ୧,୨୬,୫୮୧ ଆକ୍ରାନ୍ତ, ୭୮,୧୬୧ ସୁସ୍ଥ ଏବଂ ୧୭୬୫ ମୃତ । ଦିଲ୍ଲୀରେ ୧,୦୭,୦୫୧ ଆକ୍ରାନ୍ତ, ୮୨,୨୨୬ ସୁସ୍ଥ ଏବଂ ୩୨୫୮ ମୃତ । ଗୁଜୁରାଟରେ ୩୯,୧୯୪ ଆକ୍ରାନ୍ତ,୨୭,୭୧୮ ସୁସ୍ଥ ଏବଂ ୨୦୦୮ ମୃତ । ଉତ୍ତରପ୍ରଦେଶ ରେ ୩୨,୩୬୨ ଆକ୍ରାନ୍ତ,୨୧,୧୨୭ ସୁସ୍ଥ ଏବଂ ୮୬୨ ମୃତ । କର୍ଣ୍ଣାଟକରେ ୩୧,୧୦୫ ଆକ୍ରାନ୍ତ,୧୨,୮୩୩ ସୁସ୍ଥ ଏବଂ ୪୮୬ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.