ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୯୨,୦୭୧; ୨୪ ଘଣ୍ଟାରେ ସୁସ୍ଥ ୭୭,୫୧୨ ଏବଂ ମୃତ ସଂଖ୍ୟା ୧୧୩୬ ।

0 1,753

ନୂଆଦିଲ୍ଲୀ,୧୪/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ସୁଦ୍ଧା ନୂତନ ଆକ୍ରାନ୍ତ ୯୨,୦୭୧ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୭୭,୫୧୨ ଏବଂ ୧୧୩୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୪,୮୪୬,୪୨୭ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯,୭୨୨ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩,୭୮୦,୧୦୭ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୧,୦୬୦,୩୦୮ ଆକ୍ରାନ୍ତ , ୭,୪୦,୦୬୧ ସୁସ୍ଥ ଏବଂ ୨୯,୫୩୧ ମୃତ । ଆନ୍ଧ୍ରପ୍ରଦେଶରେ ୫,୬୭,୧୨୩ ଆକ୍ରାନ୍ତ, ୪,୬୭,୧୩୯ ସୁସ୍ଥ ଏବଂ ୪,୯୧୨ ମୃତ । ତାମିଲନାଡୁରେ ୫,୦୨,୭୫୯ ଆକ୍ରାନ୍ତ, ୪,୪୭,୩୬୬, ସୁସ୍ଥ ଏବଂ ୮,୩୮୧ ମୃତ । କର୍ଣ୍ଣାଟକରେ ୪,୫୯,୪୪୫, ଆକ୍ରାନ୍ତ,୩,୫୨,୯୫୮, ସୁସ୍ଥ ଏବଂ ୭,୨୬୫ ମୃତ । ଉତ୍ତରପ୍ରଦେଶ ୩,୧୨,୦୩୬, ଆକ୍ରାନ୍ତ,୨,୩୯,୪୮୫ ସୁସ୍ଥ ଏବଂ ୪,୪୨୯ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.