ଦୃଷ୍ଟି ଶକ୍ତି ହରାଇଥିବା ଝିଅକୁ ଅଂଶୁମାନ ଟ୍ରଷ୍ଟର ସହାୟତା ।

0 256

ଯାଜପୁର,୨୪/୧୧(ପିପିଟି); ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁ ଧର୍ମଶାଳା ବ୍ଲକର ବିଭିନ୍ନ ପଞ୍ଚାୟତ ଯଥା ଅଣ୍ଟିଆ, କଣ୍ଟୀଗଡିଆ, ଓ ଦେଓଦା ପପଞ୍ଚାୟତ ବୁଲି ବିଭିନ୍ନ ରୋଗରେ ମୁର୍ତ୍ୟୁ ବରଣ କରିଥିବା ଲୋକଙ୍କୁ ତାଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କୁ ଆର୍ଥିକ ସହାୟତା କରିଥିଲେ ତତସହିତ କଣ୍ଟୀଗଡ଼ିଆ ପଞ୍ଚାୟତର ପିପଳିଢିଅ ଗ୍ରାମର ଦଳିତ ସାହିର ପ୍ରଫୁଲ୍ଲ ମଲ୍ଲିକଙ୍କ ଝିଅ ସେ ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଛନ୍ତି ଏହା ଶୁଣି ଟ୍ରଷ୍ଟ ସମ୍ପାଦକ ତାଙ୍କୁ ଆର୍ଥିକ ସହାୟତା କରିଥିଲେ ଏବଂ ସେହି ଗ୍ରାମର ଏକ ଶିବ ମନ୍ଦିରର ଉନତି କରଣ ପାଇଁ ଗ୍ରାମ ବାସୀଙ୍କୁ ପ୍ରତିଶୃତି ଦେଇଥିଲେ ଓ ସେହି ଦଳିତ ସାହିର ହୃଷିକେଶ ମଲ୍ଲିକଙ୍କ ପରିବାର ସେ ବହୁତ ଅସୁବିଧା ରେ ଚଳୁଥିଲେ ଏହା ଶୁଣି ତାଙ୍କ ପରିବାରକୁ ଆର୍ଥିକ ସହାୟତା କରିଥିଲେ ।

Leave A Reply

Your email address will not be published.