ଦିଗପହଣ୍ଡି ଏନ୍ଏସି ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ।

0 3,062

ବ୍ରହ୍ମପୁର,୧୦/୧୧(ପିପିଟି): ଆଗମୀ ପୌର ନିର୍ବାଚନ ପାଇଁ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଦିଗପହଣ୍ଡି ଏନ୍ଏସିର ୱାର୍ଡ ନମ୍ବର ୧ ପଛୁଆ ବର୍ଗ , ୱାର୍ଡ ନମ୍ବର ୨ ମହିଳା , ୱାର୍ଡ ନମ୍ବର ୩ ଅନୁସୂଚିତ ଜନଜାତି ମହିଳା , ୱାର୍ଡ ନମ୍ବର ୪ ଅନୁସୂଚିତ ଜାତି , ୱାର୍ଡ ନମ୍ବର ୫ ଅନୁସୂଚିତ ଜାତି ମହିଳା , ୱାର୍ଡ ନମ୍ବର ୬ ପଛୁଆ ବର୍ଗ ମହିଳା , ୱାର୍ଡ ନମ୍ବର ୭ ଅଣ ସଂରକ୍ଷିତ , ୱାର୍ଡ ନମ୍ବର ୮ ମହିଳା , ୱାର୍ଡ ନମ୍ବର ୯ ଅଣ ସଂରକ୍ଷିତ , ୱାର୍ଡ ନମ୍ବର ୧୦ ଅଣ ସଂରକ୍ଷିତ , ୱାର୍ଡ ନମ୍ବର ୧୧ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.