ଦକ୍ଷିଣ ଘୁମୁସର ବନ ଖଣ୍ଡ ଧରକୋଟ ଦ୍ଵାରା ବିଶ୍ୱ ପରିବେଶ ଦିବସ ପାଳନ ।

0 273

ଶେରଗଡ,୦୫/୦୬(ପିପିଟି); ଶେରଗଡ଼ ଦକ୍ଷିଣ ଘୁମୁସର ବନଖଣ୍ଡ ଧରାକୋଟ ସେକ୍ସନ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆମ୍ବଠାବନ ବୃକ୍ଷରୋପଣ ଅଂଚଳରେ ୪ ଟି ଓସ୍ତ ବୃକ୍ଷ ରୋପଣ କରାଯାଇଥିଲା ଏବଂ ଗତ ବର୍ଷ ହୋଇଥିବା ବୃକ୍ଷ ରୋପଣର ଅନୁଧ୍ୟାନ କରି ବୃକ୍ଷ ଗୁଡିକ ନିଜଠାରୁ ବଡ଼ ହୋଇଥିବାର ଦେଖି ସମସ୍ତେ ଖୁସି ହୋଇ ଫରେଷ୍ଟ ଡିପାର୍ଟମେଣ୍ଟକୁ ସାଧୁବାଦ ଜଣାଇଥିଲେ । ଏଥିରେ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ଜେନା, ଫରେଷ୍ଟର ଅକ୍ଷୟ କୁମାର ତ୍ରିପାଠୀ,ବିଟ୍ ଗାର୍ଡ ଚୁମୁକି ନାୟକ,ଟ୍ରି ଫାଉଣ୍ଡେସନ ଶେରଗଡ଼ର ସେକ୍ରେଟାରୀ ନିରାକାର ବିଷୋୟୀ ଏବଂ ଲକ୍ଷ୍ମଣ ବିଷୋୟୀ, ପବିତ୍ର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.