ତିର୍ତ୍ତୋଲ ବ୍ଲକ୍ ରେ ଚାଷ ଜମି ଜଳମଗ୍ନ ।

0 77

ଜଗତସିଂହପୁର (ପିପିଟି ନ୍ଯୁଜ୍)୨୨/୦୫,ଅମ୍ଫାନ୍ ମହାବାତ୍ୟାରେ ତିର୍ତ୍ତୋଲ୍ ବ୍ଲକ୍ ର ବିଭିନ୍ନ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇଛି । କାଳବୈଶାଖୀର ଲଗାଣ ବର୍ଷାରେ ମୁଗ ଓ ବିରି ଫସଲରେ କ୍ଷତି ହେଵା ସତ୍ତ୍ବେ ଅଧିକାଂଶ ଚାଷୀ ଖରିଫ୍ ଧାନ ଵୁଣା କାର୍ଯ୍ୟ ସାରିଥିଲେ । କିନ୍ତୁ ଏହି ଅମ୍ଫାନ୍ ଜନିତ ବର୍ଷାରେ ଶହ ଶହ ଏକର କ୍ଷେତରେ ଧାନ ବିହନ ସଢ଼ି ନଷ୍ଟ ହୋଇଯିଵାର ଆଶଙ୍କାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.